Breaking News

ବାଇକ ଦୁଃର୍ଘଟଣାରେ ଜଣେ ମୃତ

Date:26-01-2020



ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଦୁର୍ଗା ନଗର ଛକ ରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଘଟି ଗୋଟିଏ ବାଇକ ଚାଳକ ମୃତ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ରେ ବୁର୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ମୃତ ଜଣକ ହେଲେ ମଣ୍ଡଳିଆ ର ପ୍ରଭାତ ବିଶ୍ୱାଳ ଓରଫ ଟିନୁ। ଅନ୍ୟ ଜଣେ ବାଇକ ଚାଳକ ଶିବୁନ କୁମାର ଭାଗିରଥି ବୋଲି ପୋଲିସ ସୂଚନା ଦେଇଛି।  ଗୁରୁତର ଶିବୁନ କୁ ହୋଇ ବୁର୍ଲା ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।

Latest News