Breaking News

ବିସ୍ଥାପିତ ଙ୍କ ଆମରଣ ଅନଶନ

Date:14-01-2020



ଚାକରୀ ଓ କ୍ଷତି ପୁରଣ ଦାବିରେ ଆମର ଅନସନ
ବନ୍ଧବାହଲ , ଏଲ୍ ଲଖନପୁର ନ୍ଧେତ୍ର
ବେଲପାହଡ଼ ଖୋଲାମୁହ ଖଣି ଦ୍ୱାରା ବିସ୍ଥାପିତ ଦଲିପାଲି
ଗ୍ରାମର ଯୁବକ ଯୁବତୀ ମାନେ ଆଜି ଦିନ ୧୧ ଘଣ୍ଟା ରୁ ଏମ୍
ସି ଏଲ୍ ଲଖନପୁର ମହାପ୍ରବନ୍ଧକ କାର୍ଯ୍ୟ।ଳୟ ସମୁଖୀନରେ
ନିଜ ହକ୍ ଦାବୀ କରି ଆମରଣ ଅନସନ୍ ବସିଥିବା ବେଳେ
ସନ୍ଧ୍ୟା ୭ଘଣ୍ଟା ପର୍ଯ୍ୟନ୍ତ କୈଣସି ସମାଧାନ ହୋଇନଥିବା
ଯଣାପଡିଛି। ବେଲପାହଡ଼ ଖୋଲାମୁହ ଖଣି ଖନନ କାର୍ଯ୍ୟ ପାଇଁ ଦଲିପାଲି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସରିଥିଲେ ସୁଧ୍ୟା ଗ୍ରାମର ଉପଯୁକ୍ତ  ଥଇଥାନ ଓ କ୍ଷତି ପୂରଣରେ ଏମ୍
ସି ଏଲ୍ କତୃପକ୍ଷ ଅବହେଳା କରିଥିବାରୁ ଗ୍ରାମ ବାସୀଙ୍କ 
ସମସ୍ୟା ସଧାଧାନ ହୋଇପାରୁନାହିଁ। ଯାହାଫଳରେ ଗ୍ରାମ
ବାସୀ କୋଇଲା ଖଣି କତୃପକ୍ଷ ଙ୍କ ଅସ୍ତା ହରାଇବାକୁ 
ଲାଗିଛନ୍ତି। ଉପଯୁକ୍ତ ପଦକ୍ଷେପ ଗ୍ରହଣ ଦିଗରେ ଅବହେଳା
କୁ ବିରୋଧୀ କରି ଗ୍ରାମର କ୍ଷତି ଗ୍ରସ୍ଥ ଯୁବକ ଯୁବତୀ ମାନେ
ଆଜି ଆମରଣ ଅନସନ୍ କୁ ଓହ୍ଲାଇଛନ୍ତି ବୋଲି ଅନସନ୍
ମାନେ କହିଛନ୍ତି ୍ । ଅମୋଟ ଓରାମ,କୃଷ ବୁଢା, ଲବବୁଢା,
ଗଣେଶ ଓରାମ୍, କପିଳ ଓରାମ୍,କ ଇକେଇ ଓରାମ୍, ମମତା ସି°,ଆରତୀ କରାଲୀ,ସହ ଖଣି ସ°ଗ୍ନନ ଗ୍ରାମର ଟିଙ୍ଗିସମାଲ ଉବୁଡ଼ା,ଖଇରକୁନୀ,ଚିଙ୍ଗିଡ଼ଗୁଡ଼।,କଲରାଜୁରୀ, ଛୁଆଲୀ ବେଣ୍ଣା,ଆଦିର କ୍ଷତି ଗ୍ରସ୍ଥ ଯୁବକ ମାନେ ଉପସ୍ଥିତ ରହି ଛନ୍ତି।

Latest News