Breaking News

ମହିଳା ଙ୍କ ପେଟରୁ ବାହାରିଲା ଲୋମଯୁକ୍ତ ଟ୍ୟୁମର

Date:04-12-2019



ଅଜସ୍ଵୀ ନ୍ୟୁଜ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର କେନ୍ଦ୍ରୀୟ ହସ୍ପିଟାଲ ରେ ଜଣେ ମହିଳା ଙ୍କର ଓଭାରୀ ରୁ ଲୋମ ଭର୍ତି ଟ୍ୟୁମର ବାହାର କରି ମହିଳା ଙ୍କର ଜୀବନ ବଞ୍ଚାଇଲେ ଡାକ୍ତର ଅଗ୍ରୱାଲ ଏବଂ ତାଙ୍କର ଦଳ। ଏଭଳି ଟ୍ୟୁମର ବିରଳ ବୋଲି କହିଛନ୍ତି ଡାକ୍ତର।  ଏହି ଅସ୍ତ୍ରୋପଚାର ପାଇଁ ପାଖାପାଖି ଏକ ଘଣ୍ଟା ସମୟ ଲାଗିଥିଲା ଏବଂ ଅସ୍ତ୍ରୋପଚାର ପରେ ଟ୍ୟୁମର କୁ ଦେଖି ସମସ୍ତେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ଟ୍ୟୁମର ଭିତରେ ଗୁଡାଏ ଲୋମ ଭର୍ତି ରହିଥିଲା ଯାହାକି ବିରଳ ବୋଲି ଡାକ୍ତରୀ ଦଳ କହିଛନ୍ତି।

Latest News