Breaking News

ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଉଦଘାଟିତ

Date:01-12-2019



ଓଜସ୍ଵୀ : ଝାରସୁଗୁଡା ଓ.ଏସ.ଏପି ପଡିଆ ଠାରେ 67ତମ ରାଜ୍ୟ ସ୍ଥରୀୟ ସିନିଅର ପୁରୁଷ ଓ ମହିଳା  କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l  ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଆତିଥି ଭାବେଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ lଏଥିରେ ମୁଖ୍ୟ ଆତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଛନ୍ତି lଏଥିରେ 26ଟି ଜ଼ିଲ୍ଲାର ଟିମ ଭାଗ ନେଇଛନ୍ତି l ଏହା ତିନିଦିନ ଧାରୀ ଚାଲିବ l ପ୍ରଥମ ମେଚ ପୁରୁଷଟିମ ରେ  ଝାରସୁଗୁଡା ଏବଂ ଅନୁଗୁଳ ସହିତ ଆରମ୍ଭ ହୋଇଥିବା ବେଳେ ମହିଳାଟିମ ରେ ବଲାଙ୍ଗୀର ଏବଂ ଝାରସୁଗୁଡା ସହିତ ହୋଇଛି l ଏହା ଆସନ୍ତା 3ତାରିଖ ରେ ଶେଷହେବ l

Latest News