Breaking News

ପରିବେଶ ସୁରକ୍ଷା କରିବା ପାଇଁ ଗଛ ଦେଇ ସଚେତନକଲେ , ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ର ଛାତ୍ର ମାନେ

Date:28-11-2019



ଝାରସୁଗୁଡ଼ା ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ର ଛାତ୍ର ମାନଙ୍କ ଦ୍ବାରା ବଷ୍ଟାଣ୍ଡ ଗାନ୍ଧୀ ମୂର୍ତ୍ତି ସମ୍ମୁଖରେ ଯାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା କରିବା ପାଇଁ ଗଛ ଦେଇ ସଚେତନ କରିଥିଲେ । ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଥିବା ସହ ଅତ୍ୟଧିକ ଯାନବାହାନ ଚଳାଚଳ କରୁଥିବାରୁ ଅଧିକ ମାତ୍ରାରେ ପ୍ରଦୂଷଣ ହେଉଛି । ତେଣୁ ପରିବେଶ କୁ ସ୍ବଚ୍ଛ କରିବା ପାଇଁ ବୃକ୍ଷରୋପଣ କରିବା ଦରକାର ବୋଲି ଛାତ୍ର ମାନେ ଆହ୍ୱାନ ଦୃଇଛନ୍ତି ।

Latest News