Breaking News

ନ୍ୟୁରୋଜେନ ଆଣ୍ଡ୍ ଶ୍ବାଇନ ଚିକିତ୍ସା ପାଇଁ ଆସନ୍ତା ଡିସେମ୍ବର 21ତାରିଖ ଦିନ ଝାରସୁଗୁଡ଼ା ଠାରେ ନିଶୁଲ୍କ ହେଲ୍‌ଥ କ୍ୟାମ୍ପ ଆଯୋଜିତ ହେବ

Date:27-11-2019



ଝାରସୁଗୁଡ଼ା ସହରର ଏକ ଘରୋଇ ହୋଟେଲ ରେ ନ୍ୟୁରୋଜେନ ଆଣ୍ଡ୍ ଶ୍ବାଇନ ଇଂଷ୍ଟିଚ୍ୟୁଟ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନ୍ୟୁରୋଜେନ ରୋଗରେ ପିଡିତଥିବା ବ୍ୟକ୍ତିକୁ କିଭଳି ଚିକିତ୍ସା କରାଗଲେ ସିଏ ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ସମାଜର ମୁଖ୍ୟ ଶ୍ରୋତକୁ ଫେରିବ ସେ ଉପରେ ଅବଗତ କରାଯାଇଛି  । ତେବେ ଆସନ୍ତା ଡିସେମ୍ବର 21ତାରିଖ ଦିନ ଝାରସୁଗୁଡ଼ା ଠାରେ ଏହି ରୋଗର ନିବାରଣ ପାଇଁ ଏକ ନିଶୁଲ୍କ ହେଲ୍‌ଥ କ୍ୟାମ୍ପ ଆୟୋଜିତ କରାଯିବ  । ତେବେ ଏହି ନିଶୁଲ୍କ ହେଲ୍‌ଥ କ୍ୟାମ୍ପ ଚିକିତ୍ସା ପାଇଁ ଏକ ଯୋଗାଯୋଗ ସକାସେ ଏକ ଫୋନ୍‌ ନମ୍ବର(9920200400) ଦିଆଯାଇଛି । ଏହି ନମ୍ବରରେ ରୋଗୀ ସିଧାସଳଖ ଡାକ୍ତରଙ୍କ ସହ ଯୋଗାଯୋଗ କରିପାରିବେ ଏବଂ ଚିକିତ୍ସା ସମୟ ଧାର୍ଯ୍ୟ କରିପରିବେ ।

Latest News