Breaking News

ରାସ୍ତା ରେ ବୁଲିଲେ ଦନ୍ତା, ଳୋକେ ଆତଙ୍କିତ

Date:06-10-2019



ଓଜସ୍ୱି ନ୍ୟୁଜ : ଦିନ ଦ୍ୱିପ୍ରହର ରେ ରାସ୍ତାରେ ହାତୀ ବୁଲିବା ଦେଖି ଲୋକେ ଆତଙ୍କିତ।ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକର ପିତାମାଲ,ଭୀମଜୋର ଜଂଗଲ ନିକଟବର୍ତ୍ତୀ ଅଞ୍ଚଳରେ 4ଟି ଦନ୍ତା ହାତୀ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବନ ବିଭାଗକୁ ଜଣାଇଥିଲେ।ବନ ବନଭାଗ ଅଧିକାରୀ ମାନେ ହାତୀର ଗତିବିଧି ଉପରେ ନଜର ରଖିଛି।ପ୍ରତିବର୍ଷ ଧାନ ପାଚିବା ସମୟରେ ହାତୀମାନେ କୋଲାବିରା,କିର୍ମିରା,ଲଇକେରା ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ହାତୀ ମାନଙ୍କ ଉପଦ୍ରବ ଯୋଗୁଁ ଚାଷୀ ମାନଙ୍କ ସହ ସାଧାରଣ ଲୋକଙ୍କ ବହୁ ଧନଜୀବନ କ୍ଷତି ହୋଇଛି।ତେଣୁ ଆଜି ସକାଳୁ 4ଟି ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇ ପଡିଛନ୍ତି।

Latest News