Breaking News

ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ର ଗୁରୁତ୍ବପୂର୍ଣ୍ଣ ବୈଠକ

Date:27-09-2019



ଓଜସ୍ଵୀ ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରୁ ଅକ୍ଟୋବର9 ୯ ତାରିଖ ପଣ୍ଡିତ ଗୋପବନ୍ଧୁ ଜୟନ୍ତୀ ପର୍ଯ୍ୟନ୍ତ କଂଗ୍ରେସ ବିବିଧ କର୍ଯ୍ୟକ୍ରମ ହାତକୁ ନେଇଛି । ମହାତ୍ମାଗାନ୍ଧୀ ଗାନ୍ଧୀ ଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଅନୁଷ୍ଠିତ ହେବାକୁଥିବା ପଦଯାତ୍ରା ଠାରୁ ବିଭିନ୍ନ କର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ସହିତ ଆର୍ଥିକ ମନ୍ଦାବସ୍ଥା ସହିତ ମୂଲ୍ୟ ବୃଦ୍ଧି ଉପରେ ମଧ୍ୟ ଆସନ୍ତା ୧୫ ରୁ ୨୫ ପର୍ଯ୍ୟନ୍ତ ଜନ ସଚେତନତା କର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କଂଗ୍ରେସ ଏକ ପ୍ରେସ ବର୍ତ୍ତାରେ ଜଣାଇଛି।

Latest News