Breaking News

ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବ୍ରଜରାଜନଗର ସମସ୍ତ ସରକାରୀ କାର୍ଯ୍ୟଳୟ ବନ୍ଦ

Date:26-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ ଥିବା ସମସ୍ତ ସରକାରୀ ମ୍ୟୁନିସିପାଲିଟ ବ୍ୟାଙ୍କ ଆଜି ଠାରୁ ଆମର ତିନି ଦିନିଆଁ ଆନ୍ଦୋଳନ ଆରମ୍ଭ ।ବ୍ରଜରାଜନଗର ର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରିଛନ୍ତି  ଝାରସୁଗୁଡା ଜିଲ୍ଲା ର ଓକିଲ ସଂଘର ସଦସ୍ୟ ଥିଲେ ଓକିଲ ବିଶ୍ୱନାଥ ନାୟକ ସଂଜୀବ ପାଟ୍ଟଯୋଶୀ ନିଳାଦ୍ରୀ ପଣ୍ଡା ସୁନୀଲ ଦାସ ସାଧନା ସାମନ୍ତରାୟ  ଦେବେଶ ପଣ୍ଡା  ପବିତ୍ର ବିଶି  ବିକାଶ ପଣ୍ଡା  କବିରାଜ  ପରିଡା ବିଶ୍ୱନାଥ ଦତ୍ତ ଟି କେ ସିଂ  ରାକେଶ ପାଲ ଜୟରାମ ସାହୁ  ପ୍ରଶାନ୍ତ ଦୀକ୍ଷିତ ବସନ୍ତ କୁମ୍ବାର  ରମାନନ୍ଦ ୟାଦବ ସମସ୍ତ ଉପସ୍ଥିତ ଥିଲେ

Latest News