Breaking News

ଅପହରଣ ପରେ ନାବାଳିକା ଙ୍କୁ ଦୁଷ୍କର୍ମ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

Date:23-09-2019




ଓଜସ୍ଵୀ ବ୍ରଜରାଜନଗର:  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଜଣେ ନାବାଳିକା(15) ଙ୍କୁ ଅପହରଣ ପରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ପୁଲିସ ଅପହୃତ ନାବାଳିକା କୁ 20 ତାରିଖ ରେ ନାବାଳିକା କୁ ପିପିଲିମାରୁ ଉଦ୍ଧାର କରି  କରାଯାଇଥିଲା ପରେ ଝାରସୁଗୁଡା ଚାଇଲ୍ଡ ଲାଇନକୁ  ହସ୍ତାନ୍ତର କରାଯାଇଛି  ଓ।ଅଭିଯୁକ୍ତକୁ ଗିରଫ କରିଛି ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ପୁଲିସ ସୂଚନା ଅନୁଯାୟୀ ନାବାଳିକା ଙ୍କୁ ତେଲେନପାଲି ଶାସ୍ତ୍ରୀନଗର ଜଣେ ଯୁବକ ଗତ ମାସ 27 ତାରିଖରେ ଅପହରଣ କରି ନେଇଥିଲେ ଏ ନେଇ  ନାବାଳିକା ବାପା ଥାନା ରେ ଅଭିଯୋଗ କରିଥିଲେ   ପୁଲିସ 29 ତାରିଖରେ ତାଙ୍କୁ ଗାନ୍ଧୀ ଛକ ଅଞ୍ଚଳରୁଉଦ୍ଧାର କରିଥିଲେ ପରେ ପରିବାର ଲୋକ ଙ୍କୁ ନାବାଳିକା କୁ ହସ୍ତାନ୍ତର କରିଥିଲେ ପରେ ଗତ31 ତାରିଖରେ ଦିନ ଶିବା ନାମକ  ଜଣେ ଯୁବକ ପୁଣି ଥରେ ସଂପୃକ୍ତ ନାବାଳିକା କୁ ଅପହରଣ କରି ନେବା ସହିତ ମିଥ୍ୟ ବିବାହ କରିଥିଲେ ପରେ କୋଡିଏ ଦିନ ଧରି ସାରି ରିକ ସମ୍ପର୍କ ରଖି ଥିବା ନାବାଳିକା ର ବାପା ଅଭିଯୋଗ କରିଥିଲେ  ନାବାଳିକା କୁ ଉଧାର କରିବା ସହିତ ଯୁବକ କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ କୋର୍ଟ ଚାଲାଣ କରିଛି

Latest News