Breaking News

ବିଜେଡି ର ସଦସ୍ୟତା ଅଭିଯାନ ଆରମ୍ଭ।

Date:20-09-2019




ଓଜସ୍ଵୀ ବ୍ରଜରାଜନଗର :  ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୈ।ରାଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ସଦସ୍ୟତା ଅଭିଯାନ  ଆରମ୍ବ ହୋଇଛି 20 ନ ୱଡ଼ ରେମଜା ଗ୍ରାମରେ ବିଜେଡି ଟାଉନ ସଭାପତି ଜୟନ୍ତ ଦୀକ୍ଷିତ ଙ୍କ ନେତୃତ୍ବରେ ଏହି ଅଭିଯାନ ଆରମ୍ବ ହୋଇଯାଇଛି ପ୍ରଥମ ପର୍ଯ୍ୟାୟରେ 16 ଟି ବହି ରେ 400 ସଦସ୍ୟ ହୋଥିଲେ  ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ଉପସଭାପତି ବିଶ୍ୱନାଥ ନାୟକ ଯୋଗ ଦେଇଥିଲେ  କିପରି ଏହି ସଦସ୍ୟତା  ବ୍ରଜରାଜନଗର ଅଞ୍ଚଳରେ କିପରି ଦଶ ହଜାର ସଦସ୍ୟତା କରିବାକୁ ଚେଷ୍ଟା କରିବା କହିଥିଲେ  ଏହି ସଦସ୍ୟତା ବହି ବିଜେଡି ବିଧାୟକ କିଶୋର ମୋହାନ୍ତ  ଟାଉନ ସଭାପତି ଙ୍କୁ ହସ୍ତାନ୍ତର କରିଥିଲେ ପ୍ରଥମେ ଟାଉନ ସଭାପତି ସଦସ୍ୟତା ଗ୍ରହଣ କରିଥିଲେ ତାପରେ ବିଜେଡି ଜିଲ୍ଲା ଉପସଭାପତି ବିଶ୍ୱନାଥ ନାୟକ ସଦସ୍ୟତା ହୋଇଥିଲେ ଗ୍ରାମରେ ସଦସ୍ୟତା କରାଯାଇଥିଲା

Latest News