Breaking News

ଝାରସୁଗୁଡ଼ାରେ ଆଗାମୀ ଦୁର୍ଗା ପୂଜା ପାଳନ ସକାଶେ ଶାନ୍ତି କମିଟି ବୈଠକ ।

Date:20-09-2019




ଓଜସ୍ଵୀ ଝାରସୁଗୁଡା: ଆଜି ଜିଲ୍ଲା ସମ୍ମିଳନୀ କକ୍ଷରେ ଆଗାମୀ ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଅବ ସରରେ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅଶ୍ୱିନୀ କୁମାର ମହାନ୍ତି, ଏ ଡି ଏମ୍  ପ୍ରଦୀପ କୁମାର ସାହୁ, ପି. ଡି. , ଡି ଆର ଡି ଏ ତପିରାମ ମାଝୀ ଓ ବିଭିନ୍ନ ପୂଜା କମିଟିର କର୍ମକର୍ତା ଓ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ ।ଆଗାମୀ ଦୁର୍ଗାପୂଜାରେ କିଭଳି ଭାବେ ପୂଜା ସୁରୁଖୁରୁରେ ଅନୁଷ୍ଠିତ ହେବ ଏହା ଉପରେ ଆଲୋଚନା କରାଯାଇଥିଲା।

Latest News