Breaking News

ଅଳିଆ ଆବର୍ଜନା ନ ପକେଇବା ପାଇଁ ଏକ ସଚେତନତା ଅଭିଯାନ AAI ପକ୍ଷରୁ ଆରମ୍ଭ ହୋଇଯାଇଛି

Date:19-09-2019




ଓଜସ୍ଵୀ ଝାରସୁଗୁଡା: ଆଜି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଏକ ବାହାରେ ଅଳିଆ ଆବର୍ଜନା ନ ପକେଇବା ପାଇଁ ଏକ ସଚେତନତା ଅଭିଯାନ AAI ପକ୍ଷରୁ ଆରମ୍ଭ ହୋଇଯାଇଛି। ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ନିକଟବର୍ତ୍ତୀ ଗ୍ରାମମାନଙ୍କରେ ସଚେତନ କରିବା ପାଇଁ ରାସ୍ତା କଡରେ ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହାନ ଯୋଗଦେଇ ଲୋକଙ୍କୁ ଏହି ଅଳିଆ ଆବର୍ଜନା ପାଇଁ ପକ୍ଷୀମାନେ ଆକର୍ଷିତ ହୋଇଥାନ୍ତି , ଯାହାଫଳରେ ବିମାନ ଦୁର୍ଘଟଣା ମଧ୍ୟ ଘଟିଥାଏ, ଏନେଇ ଦୁର୍ଲଗା ପଞ୍ଚାୟତ ର ବିମାନ ବନ୍ଦର ଥିବା ଆଖପାଖ ଗ୍ରାମ ଜନସାଧାରଣଙ୍କୁ ଏହି ବିଷୟରେ ଅବଗତ କରାଇଥିଲେ।

Latest News