Breaking News

ଯୁବକ ର ସନ୍ଦେହ ଜନକ ମୃତ

Date:17-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର  ଥାନା  ଇଟାଭଟା।ଚୁନା ଭଟାମୁଖ୍ୟ ରାସ୍ତା ଥିବା ଏକ ବିଦୁତ ଖମ୍ବା ତଳେ ପଡି ଥିବାର ସ୍ଥାନୀୟ ଲୋକେ ଦେଖିଥିଲେ ଯୁବକ ଜଣକ ସ୍ଥାନୀୟ ଚୁନାଭଟା ଅଞ୍ଚଳର ସଦାନନ୍ଦ କତ୍ତା ଙ୍କ ପୁଅ ଅଜୟ କତ୍ତା(୨୦)ଙ୍କ ବୋଲି ଜଣା ପଡିଛି। ପରେ ବ୍ରଜରାଜନଗର ପୋଲିସ କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଜୟ ପଡିଥିବା ବିଦୂତୁ ଖୁଣ୍ଟ ତଳେ ମୁହ ମାଡି ପଡିଥିଲା ମୁହଁ ଓ ପାଦରୁ ରକ୍ତ ବାହାରୁ ଥିବାର ଦେଖାଦେଇଛି। ଏନେଇ  ପୋଲିସ ସୂତ୍ରରୁ ଜଣାପଡିଛି ସେ ଖୁଣ୍ଟ ରେ ରାତି ଚଢୁ ଥିବା ବେଳେ ପଡଯାଇଥିବାର ଅନୁମାନ କରାଯାଉଛି। ବ୍ରଜରାଜନଗର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Latest News