Breaking News

ତେଜିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

Date:16-09-2019



ଓଜସ୍ଵୀ ବରଗଡ଼: ବରଗଡ଼ ପଞ୍ଚାୟତ କଲେଜକୁ ରୁରାଲ ୟୁନିଭରସିଟି ଓ କଲେଜରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଓ ଅଧ୍ୟାପକ ନିଯୁକ୍ତି ଦାବିରେ ତେଜିଲା ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କଲେଜର ଅଧ୍ୟକ୍ଷା କମଳପ୍ରଭା କପାଣୀ ଉଚ୍ଚ କତ୍ତୃପକ୍ଷଙ୍କ ସହ ଆଲୋଚନା କରି ୭ଦିନ ମଧ୍ୟରେ କଲେଜର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଲା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରିଥିଲେ ।

Latest News