Breaking News

ଝାରସୁଗୁଡା ରେଳ ଷ୍ଟେସନ କୁ ପୋଲିଥିନ ମୁକ୍ତ କରିଵା ପାଇଁ ଏକ ସଚେତନ ରାଲି

Date:16-09-2019



ଝାରସୁଗୁଡା ରେଳୱେ ଷ୍ଟେସନରେ ରେଳୱେ ଚାଇଲଡ୍ ଲାଇନ ସେହାଡ ପକ୍ଷରୁ ଝାରସୁଗୁଡା ରେଳ ଷ୍ଟେସନ କୁ ପୋଲିଥିନ ମୁକ୍ତ କରିଵା ପାଇଁ ଏକ ସଚେତନ ରାଲି ବାହାରି ଥିଲା । ପର୍ଯ୍ୟାବରଣକୁ ସୁସ୍ଥ ରଖିବା ପାଇଁ ପୋଲିଥିନକୁ ବର୍ଜନ କରିବାର ନାରା ଦେଇ ରେଳୱେ ଷ୍ଟେସନ ରେ ଥିବା ଯାତ୍ରୀ ଙ୍କୁ ସଚେତନ କରାଇଥିଲେ ।

Latest News