Breaking News

ଲୋଇସିଂହ ବିଜୁ ଯୁବ ବାହିନୀ ଦ୍ବାରା ସବୁଜ ବନାନୀ କାର୍ଯ୍ୟକ୍ରମ

Date:14-09-2019



ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ବ୍ଲକ ଅନ୍ତର୍ଗତ ଲୋଇସିଂହ ଗ୍ରାମ ପଂଚାୟତ ରେ ଲୋଇସିଂହ ବିଜୁ ଯୁବ ବାହିନୀ ଦ୍ବାରା ସବୁଜ ବନାନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ଲୋଇସିଂହ ଗ୍ରା.ପ. ର ସରପଂଚ ଶ୍ରୀମତୀ ମଂଜୁଲତା ବାଗ , ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବିନୋଦିନୀ ପଟେଲ  ଏବଂ ପୁର୍ବତନ ସମିତି ସଭ୍ୟ ଘନଶ୍ୟାମ ବାଗ , ସମାଜସେବୀ ଜଗନ୍ନାଥ ପଟେଲ୍ , ସମାଜସେବୀ ସନାତନ ରୋହିଦାସ, ପ୍ରଧାନ ଶିଖ୍ୟକ ଆଲୋକ ପଟେଲ, ହର୍ଷ ପଟେଲ , ବିଭୁତି ପଟେଲ ଯୋଗ ଦେଇଥିଲେ । ଏହି ଅବସର ରେ ଲୋଇସିଂହ ନବପଲ୍ଲୀ ହାଇସ୍କୁଲ ଏବଂ ବାରଖଂଡିଆ ଉଦ୍ୟାନ ପଡିଆ ରେ ବିଭିନ୍ନ କିସମ ର ଚାରା ରୋପଣ କରାଯାଇଥିଲା । ବିଜୁ ଯୁବ ବାହିନୀ ର ସଭାପତି ଦୀପୁ ପ୍ରସାଦ ରୋହିଦାସ ସଭାପତିତ୍ବ କରିଥିବା ବେଲେ କୋଷାଧ୍ୟଖ୍ୟ ରୋଶନ ନାଏକ ପରିଚାଳନା କରିଥିସେ।ସଭ୍ୟ ଜିତେନ୍ଦ୍ର ନାଏକ, ଅତିନ ସାଏ, ଗୋପାଲ ରୋହିଦାସ, ବିକି ସେଠ,  ପୁର୍ଣ ରୋହିଦାସ, ପ୍ରଫୁଲ୍ଲ ରୋହିଦାସ, ଅଜୟ ସେଠ୍ , ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Latest News