Breaking News

ବର୍ଷାରୁ ବଞ୍ଚିବା ପାଇଁ ତାରପୋଲିଂ ବିତରଣ

Date:14-09-2019



ଓଜସ୍ଵୀ ଝାରସୁଗୁଡା: ପ୍ରବଳ ଲଗାଣ ବର୍ଷା ଯୋଗୁଁ ୱାର୍ଡ ନମ୍ବର 1 ସରବାହାଲ ର କିଷାନପଡା ଓ କୁମ୍ଭାରପଡା ବ୍ୟାପାକ କ୍ଷୟକ୍ଷତି
ହୋଇଥିଲା, ବହୁ ଜାଗାରେ ଘର କାନ୍ଥ ଭାଙ୍ଗି ଯାଇ ବିପଦସଙ୍କୁଳ ଅବସ୍ଥା ରେଥିଲା। ସ୍ଥାନୀୟ ଗ୍ରାମବାସୀ ମାନଙ୍କ
ଠାରୁ ଖବର ପାଇ ଅତିରିକ୍ତ ରାଜସ୍ବ ଅଧିକାରୀ ଏବଂ ଇଂ ଅରବିନ୍ଦ ବାରିକ (ନଗର ସଭାପତି, ବିଜୁ ଯୁବ ଜନତା ଦଳ,
ଝାରସୁଗୁଡା) ଭାଙ୍ଗି ଯାଇଥିବା ଘରମାନଙ୍କୁ ଯାଇ ସ୍ଥିତି ଅନୁଧ୍ୟାନ କରି ସର୍ବମୋଟ ୧୪ ଟି ତାରପୋଲିଂ ବର୍ଷାରୁ ବଞ୍ଚିବା ପାଇଁ ବିତରଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ କୂଶବନ୍ତ ସେହୁଲ ମୁନି କିଷାନ ବିଜୟ ସାଇଗଲ ଆଲୋକ ଚନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟାନ୍ୟ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ।

Latest News