Breaking News

ଝାରସୁଗୁଡା ପୁରୁଣାବସ୍ତି ଛକ ନିକଟରେ ଥିବା ୩ଟି ଦୋକାନ ଚୋରି

Date:13-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ପୁରୁଣାବସ୍ତି ଛକ ନିକଟରେ ଥିବା ୩ଟି ଦୋକାନ ଯାହା କପଡା,ଚପଲ ଏବଂ ଏୟାର ବ୍ୟାଗ ଦୋକାନ ରଶଜପର ଫାଡି ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିଵା ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନଥାନା ପୋଲିସ ଘଟଣାର ତଦନ୍ତ ଚଲାଇଛି ।

Latest News