Breaking News

ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ର ଡାକ୍ତର ନାହାନ୍ତି ରୋଗୀ ସେବା ବିପର୍ଯ୍ୟସ୍ତ

Date:11-09-2019



 
ଓଜସ୍ଵୀ ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସହରରେ ବହୁ ପୁରାତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଚାଳା ଅବସ୍ଥା କୁ ଗତି କରୁଥିବା ଜଣାପଡିଛି  ଏକ ବର୍ଷ ମଧ୍ୟରେ ଆସିଥିବା ଡାକ୍ତର ଏଠାରୁ ଛାଡ଼ି ପାଲାଉଛନ୍ତି ଏଥି ପ୍ରତି କାହାରାହାରି ଦୃଷ୍ଟି ନାହିଁ ପୁରାତନ ଶିଳ୍ପ ସହର  ଜନସାଧାରଣ ଙ୍କ ପାଇଁ ଖଲିଆକାନୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ର ଏକ ମାତ୍ର ଭରସା ଏଠାରେ ପୂର୍ବ ରୁ ଦୁଇ ଜଣ ଡାକ୍ତର ଥିଲେ ଏକ ବର୍ଷ ମଧ୍ୟରେ ଛଅ ଜଣ ଡାକ୍ତର ଯୋଗ ଦେଇଥିଲେ ଏହି କିଛି ଦିନ ଭିତରେ କତେ  ଜଣ ଡାକ୍ତର ଛାଡିଦେଲେଣୀ ଆଉ କେତେକଜଣ ଙ୍କୁ ସ୍ତାନାତରୀତ କରାଯାଇଛି ଆଉ ଦୁଇ ଜଣ ଙ୍କ ମଧ୍ୟରୁ ଇନ୍ ଚାରଜ୍ ଭାବେ ନିଜୁକ୍ତି ଥିବା ବେଳେ ତାଙ୍କୁ ଜିଲ୍ଲା କୁ
ସ୍ତାନାତରୀତ କରାଯାଇଛି ଏଠାରେ କିଛି ସମୟ ଜିଲ୍ଲା ଦାଇତ୍ଵ ରେ କିଛି ଦିନ ରହୁଛନ୍ତି ଅଧୀକାସଂ ସମୟରେ ଫିଲ୍ଡି ଦାଇତ୍ୱ ରେ ରହୁଛନ୍ତି ଆଉ ଜଣେ ଆୟୁଷ ଡାକ୍ତର ଭରସା ରେ ରୋଗୀ  ଆଉ ଓ ଆଉ ଜଣେ ଦାନ୍ତ ଡାକ୍ତର ଅଛନ୍ତି ଏଠାରେ ଜଣେ  ଏକ ପୁରୁଷ ଫାର୍ମାସିଷ୍ଟ।  ଅଛନ୍ତ ସେ ଅଛନ୍ତି ବୋଲି ରୋଗୀ ସେବା କିଛି ମାତ୍ରାରେ ହୋଇପାରୁଛି ଜଣେ ଆଉ ଜଣ ବେସରକାରୀ ଭାବ  ରହିଥିବା ଫାର୍ମାସିଷ୍ଟ ଙ୍କ ଭରସା ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ର ଚାଲିଛି ଏପରି ଏକ ସପ୍ତାହ ହେଲା କୋୖଣସି ଡାକ୍ତର ନାହାନ୍ତି ରୋଗୀ ନିରାଶ ହୋଇ ଫେରୁଛନ୍ତି  ଏପରୀ ଅବସ୍ଥାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ର ଚାଲିଲେ  ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡି ଏଥି ପ୍ରତି ସ୍ୱାସ୍ଥ୍ୟ ମନ୍ତ୍ରୀ ଏଥି ପ୍ରତି ଟିକେ ଧ୍ୟାନଦେବାକୁ ଅଞ୍ଚଳ ବାସି ଦାବି କରିଛନ୍ତି

Latest News