Breaking News

ସୋହେଲା ରୁ ସାଇପାଲି" ରାସ୍ତା କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ

Date:10-09-2019



ବିଜେପୁର ବ୍ଳକ୍ ଠାରେ ବିଜେପୁର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ ଏବଂ ମାନ୍ୟବର ଇସ୍ପାତ,ଖଣି ଓ ପୁର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ଶ୍ରମ ଓ ଇ ଏସ୍ ଆଇ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ କରକମଳ ରେ "ସୋହେଲା ରୁ ସାଇପାଲି" ରାସ୍ତା କାର୍ଯ୍ୟର ଭିର୍ତ୍ତିପ୍ରସ୍ତର ସ୍ଥାପନ ଓ ଶ୍ରମିକ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ

Latest News