Breaking News

ଭୂବନେଶ୍ବରରେ ବୃକ୍ଷ ରୋପଣ କଲେ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି

Date:09-09-2019



ଭୂବନେଶ୍ବର ସ୍ଥିତ ହିରାପୁର ଠାରେ ପ୍ରସ୍ତାବିତ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଛି ।ଏହି ଅବସରରେ ପଶ୍ଚିମ ଓଡିଶା ର ଯୁବସମାଜ ସଂଗଠନ ର କର୍ମକର୍ତ୍ତା ମାନେ ଯୋଗ ଦେଇ ଥିଲେ ।

Latest News