Breaking News

କଦେଲପିଟାରେ ନାଗବାଚା ପୂଜା ଅନୁଷ୍ଠିତ

Date:09-09-2019



ଓଜସ୍ୱି ନ୍ୟୁଜ-ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଉପକଣ୍ଠ କଦେଲପିଟା ଅନ୍ୟୁନ୍ନ ପରମ୍ପରା ନାଗବାଚା ପୂଜା ପାରମ୍ପରିକ ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ଶହ ଶହ ବର୍ଷର ଏହି ପରମ୍ପରା ଦେଖିବାକୁ ଲୋକଙ୍କ ଭିଡ଼ ଜୁଟିଥିଲା।

Latest News