Breaking News

ଝାରସୁଗୁଡା ରେଳୱେ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟାନ ପାଇଁ ଏକ କ୍ୟାମ୍ପେନିଂ

Date:05-09-2019



ଓଜସ୍ଵୀ ଝାରସୁଗୁଡା: ଆଜି ଝାରସୁଗୁଡା ରେଳୱେ ଷ୍ଟେସନରେ ପ୍ଲାଷ୍ଟିକ ବ୍ୟାନ ପାଇଁ ଏକ କ୍ୟାମ୍ପେନିଂ ଅନୁଷ୍ଠିତ ହୋଇଯାଇଛି ।ଏହି କ୍ୟାପିମ୍ପେନିଂ ପ୍ଲାଷ୍ଟିକ ଦ୍ବାରା ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ରୁ କିଭଳି ରକ୍ଷା ପାଇବା ସେ ବିଷୟରେ ଲୋକଙ୍କୁ ସଚେତନ କରାଇବାର ଆହ୍ୱାନ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ସହରର ପ୍ରମୁଖ ସଂଗଠନ ଖିଦମତ କମିଟି, ଜିନା ଇସିକା ନାମ ହେ,ୟଙ୍ଗଷ୍ଟାର ଚ୍ୟାରିଟେବଲ ଟ୍ରଷ୍ଟ , ସଙ୍ଗିନୀ ସହ ସ୍ବତନ୍ତ୍ର ଭାବେ Railway SCC ଯୋଗଦେଇଥିଲେ ।

Latest News