Breaking News

୬୩ତମ ବୀମା ସପ୍ତାହ ଶୁଭାରମ୍ଭ"

Date:04-09-2019



  
ଓଜସ୍ଵୀ ଝାରସୁଗୁଡା:ଆଜିି ଝାରସୁଗୁଡା ସ୍ଥିତ ବେହେରା ମାଳ,ଜୀବନ ଜ୍ୟାତିି ଭବନ ଠାରେ୬୩ତମ ବୀମା ସପ୍ତାହ ମୁ ଖ୍ୟଅତିିଥି ଶ୍ରୀଯୁକ୍ତ ତାପସ ରାୟ ଚୈାଧୁରୀ,ପୂର୍ବତନ ନଗରପାଳଦ୍ବୀପ ପ୍ରଜ୍ଜଳନ କରିି ବୀମା ସପ୍ତାହର ଶୁଭାରମ୍ଭକରିିଥିଲେ।ଏହା ପରେ ନୀଗମ ଗୀତ ଗାନ କରାଯାଇଥିଲା।ଏହିି ଅବସରରେ ମୁଖ୍ୟ ଅତିିଥି ଶ୍ରୀ ଚୈାଧୁରୀ,ପ୍ରଶାସନିିକ ଅଧିକାରୀ ବସନ୍ତ ନାଥ,କର୍ମଚାରୀ ସଂଘର ନେତା ରତ୍ନାକର ପ୍ରଧାନ,ଉନ୍ନୟନ ଅଧିକାରୀ ସଂଘରୁ ଭୋଜରାଜ ମହାପାତ୍ର,ଅଭିିକତ୍ତା ସଂଘରସଭାପତିି ତପନ ମିଶ୍ର, ଓବେଦବ୍ୟାସ ଭୋଇ LICର ୬୩ ବର୍ଷର କିାର୍ଯ୍ୟ ଧାରା ଉପରେଆଲୋକପାତ କରିିଥିଲେ।ଭାରତୀୟ ଜୀବନ ବୀମା ନୀଗମ ଏକ ରାଷ୍ଟ୍ରାୟତ ସଂସ୍ଥା ଓ ପ୍ରଥମ ସେପ୍ଟମ୍ବର ୧୯୫୬ରେ ଏହାର
ଜନ୍ମ,ମାତ୍ର ୫କୋଟି ଟଙ୍କା ପୁଞ୍ଜିକୁ ନେଇ।ଆଜିି LIC ଭାରତର ନଂ-୧ ଅର୍ଥନୈତିିକ ସଂସ୍ଥା ଭାବରେ ଦଣ୍ଡାୟମାନ ଏବଂ ତା'ରମୂଳ ସଂମ୍ଫତିି୩୨ ଲକ୍ଷ କୋଟି ଟଙ୍କା,ଯଦିିଓ ଭାରତ ସରକାର
ବିିଦେଶୀ ଚାପରେ ଆସି ଭାରତବର୍ଷରେ ୨୦୦୦ ମସିଆରୁ ୨୩ଟି ଘରୋଇ,ବିିଦେଶୀ ଓ ବ୍ୟାଙ୍କ ମାନଙ୍କୁ ବୀମା ବ୍ୟବସାୟକରିିବାକୁ ଅନୁମତିି ଦେଇଥିଲେ ମଧ୍ୟ;ଏଲ. ଆଇ. ସି. ଦେଶର୭୩ ପ୍ରତିିଶତ ବଜାର ମଧ୍ୟରେ ବୀମା ବ୍ୟବସାୟ ଜାହିିର କରିିଛିି ତଥା ପଲିିସିକୁ ନେଇ ଭାରତ ବର୍ଷରେ ୭୫ ପ୍ରତିିଶତଓ ଅନ୍ୟପକ୍ଷରେ ୪୨ କୋଟି ବୀମା ପଲିିସି ବଳବତ୍ତର ରହିିଛି। ପ୍ରତିିବର୍ଷ ପରିି ଏ ବର୍ଷ ମଧ୍ୟ ସେପ୍ଟମ୍ବର ୬ ତାରିଖ ଡିବେଡ ପ୍ରତିିଯୋଗୀତା ଓ ୭ ତାରିଖ ଚିିତ୍ରାଙ୍କନ ପ୍ରତିିଯୋଗୀତା ଅନୁଷ୍ଠିତ ହେବ ଏବଂ ଏହିି ପରିିପ୍ରେକ୍ଷୀରେ ୩୦ଟି ସ୍କୁଲକୁୁ ନିିମନ୍ତଣ ଦିିଆଯାଇଛିି। ବୀମା ସପ୍ତାହ ଉତ୍ସବକୁ ଶ୍ରୀ ଅରୁନ ଚଇନିି ସଂଯୋଜନା କରିିଥିଲା ବେଳେଉତ୍ସବକୁ ସଫଳ କରିିବା ପାଇଁ ସୁଧିର ଚୈାଧୁରୀ,ଗୋପୀନାଥ ମିଶ୍ର,ଆଶିଷ ଶୁକ୍ଳା,ତ୍ରୀନାଥ କାଲୋ,କନକ ନାୟକ,ଉଦିିତ ଉର୍ମା
,ଦେବେନ୍ଦ୍ର ନାୟକ,ମିନତୀ ପାତ୍ର, ଅଶୋକ ପଟେଳ,ଗୋବିନ୍ଦ ଭରାସାଗର,ବରୁନପଟେଳ,ଖଗେଶ୍ବର ପାତ୍ର,ଦୀପିକା ବକ୍ସଲା,ସନାତନ ସରେନ,ପ୍ରଦୀପ ସାହୁ,ସନ୍ତୋଷ ଓରାମ, ଉପସ୍ଥିତଥିଲେ ତଥା ତିିନିି ଜଣ ବରିିଷ୍ଠ କର୍ମଚାରୀ- ରତ୍ନାକର ପ୍ରଧାନ,ମଧୁସୂଦନସହିଲା,ଭୋଜରାଜ ମହାପାତ୍ର କୁ ସମ୍ମାନୀକରାଯାଇଥିଲା ଓ ଶେଷରେ ଉଦେ ବାଗ ଧନ୍ୟବାଦ ଦେଇଥିଲେ।

Latest News