Breaking News

ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଘରୁ ଝୁଲନ୍ତା ଶବ ଉଦ୍ଧାର

Date:04-09-2019



ଝାରସୁଗୁଡ଼ା ଜିଲା ବେଲପାହାଡ଼ ରେ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ନିଜଘରୁ ଝୁଲନ୍ତା ଶବ ଉଦ୍ଧାର କରାଯାଇଛି । ପୋଲିସ ଅନୁଯାଇ ବେଲପାହାଡ଼ ସମଡ଼ା ବଜାରପଡ଼ାରେ ରହୁଥିବା ଅବସରପ୍ରାପ୍ତ ରେଳ କର୍ମଚାରୀ ନଗେନ୍ଦ୍ର କୁମାର ଦାଶ (୬୨) ନିଜଘରେ ଗାମୁଛାରେ ଫାସି ଲଗାଇ ନିଜଘରେ ପଂଖାରେ ଝୁଲି ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଆଜି ସକାଳୁ ତାଙ୍କ ସ୍ତ୍ରୀ ସପର୍କିୟ ଘର ଛତିଶଗଡ଼ ରାୟଗଡ଼ ଯାଇଥିବାବେଳେ ପୁଅ ଡ଼ିୟୁଟି ଯାଇଥିଲେ । ଉପରମହଲାରେ ଭଡ଼ାରେ ରହୁଥିବା ଲୋକେ ନଗେନ୍ଦ୍ରଙ୍କ ଝୁଲନ୍ତାଶବ ଦେଖି ପୋଲିସକୁ ଖବର ଦେଇଥିଲେ ।

Latest News