Breaking News

ବ୍ରଜରାଜନଗର ଠାରେ ବିଜେଡି ଅଫିସ ଉଦଘାଟିତ

Date:02-09-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ବିଜେଡି ଅଫିସ ବିଧାୟକ କିଶୋର ମୋହାନ୍ତୀ ଉଦଘାଟନ କରିଛନ୍ତି ଏହି ଅବସରରେ ଅଫିସ ରେ ମଧ୍ୟ୍ୟ ଗଣେଶ ପୁଜା କରାଯାଇଥିଲା  ଏଥିରେ ବ୍ରଜରାଜନଗର ପୂର୍ବ ତନ ନଗରପାଳ ନନ୍ଦ କିଶୋର ଅଗ୍ରୱଲ ଓ ବ୍ରଜରାଜନଗର ବିଜେଡି ଟାଉନ ସଭାପତି ଜୟନ୍ତ ଦିକ୍ଷୀତ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଓ ବିଜେଡ ର ବହୁତ ମହିଳା ପୁରୁଷ ଉପସ୍ଥିତ ଥିଲେ

Latest News