Breaking News

ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

Date:02-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ସହରର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି । ତେବେ ଝାରସୁଗୁଡା ଜିଲ୍ଲାର ବେସ ଜଣାଶୁଣା ପୂଜା କମିଟି ଫ୍ରେଣ୍ଡସ୍ କ୍ଲବ ଏବଂ ଥାନାଛକରେ ଥାନା କା ରାଜା କମିଟି ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ମଣ୍ଡପ ର ସାଜ ସଜା ସହ ଗଣେଶ ପ୍ରଭୁଙ୍କ ମୂର୍ତ୍ତି ଉପରେ ଵିଶେଷ ଗୁରୁତ୍ୱ ଦେଇଛନ୍ତି ।

Latest News