Breaking News

ଝାରସୁଗୁଡା ଓ.ଏମ. ପି.ରୋଡ଼ରେ ଷ୍ଟ୍ରିଟ ଲାଇଟ ଉଦଘାଟନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ

Date:02-09-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା OMP ରୋଡ଼ରେ ଷ୍ଟ୍ରିଟ ଲାଇଟ ଉଦଘାଟନ କଲେ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।  ରାସ୍ତାର ଆଳୋକି କରଣ ପାଇଁ ମ୍ୟୁନିସିପାଲିଟି ପ୍ରସଂଶା କରିଥିଲେ । ଏହା ସହ ଝାରସୁଗୁଡା ର ବିକାଶ ହିଁ ମୁଖ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମ ରେ ସହରର ଅନେକ ବିଜେଡି କର୍ମୀ ଏବଂ ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇଥିଲେ ।

Latest News