Breaking News

ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ଉଦଘାଟିତ

Date:31-08-2019




ଓଜସ୍ଵୀ ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା  ବ୍ରଜରାଜନଗର ସ୍ଥାନୀୟ ମଣ୍ଡଳିଆ ସ୍ଥିତ କାଳି ମନ୍ଦିରରେ ଜିଲ୍ଲା ସ୍ତରୀୟ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି  ଚେସ୍ ପ୍ରତିଯୋଗିତାରେ ଜିଲ୍ଲା ର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଏହି ପ୍ରତିଯୋଗିତା ଦୁଇ ଦିନ ଧରି ଚାଲିବ ବୋଲି କମିିିଟି ପକ୍ଷରୁ ସୂଚନା ଦିଆଯାଇଛି। à¬ªà­à¬°à¬¤à¬¿à¬¯à­‹à¬—ିତାରେ ଝାରସୁଗୁଡା ଜିଲ୍ଲା ଡେପୁଟି  କଲେକ୍ଟର   à¬¦à¬¿à¬ªà¬¿à¬•à¬¾ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଚେସ୍ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସେହିପରି ସମ୍ନାନୀତ ଅତିଥି ଭାବେ ଜିଲ୍ଲା କ୍ରିଡା ସଂଘର ସଭାପତି ଦିଲ୍ଲୀପ ସାକୁନୀୟା, ସମ୍ପାଦକ ତାପସ ରାୟଚ୍ରୈ।ଧରୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ବରିଷ୍ଠ ଶିକ୍ଷୟତ୍ରୀ ଡ ଶିବପ୍ରିୟା ମିଶ୍ର, କିଶୋର ମହାନ୍ତୀ ଓ ମହିଳା ପଦ୍ମିନୀ ସିଂ  ଯୋଗୋଦେଇ ଥିଲେ । ଦୁଇ ଦିନ ଧରି ଏହି ଚେସ୍ ପ୍ରତିଯୋଗିତା ଚାଲିବ।

Latest News