Breaking News

ବରପାଲି ଠାରେ ଆଜି "ସ୍ୱାୟତ୍ତ ଶସନ ଦିବସ 2019" ପାଳିତ ।

Date:31-08-2019



ଓଜସ୍ଵୀ ବରଗଡ଼: ବରପାଲି ଠାରେ ଆଜି "ସ୍ୱାୟତ୍ତ ଶସନ ଦିବସ 2019" ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି  ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ  ଏବଂ ବିଜେପୁର ପୂର୍ବତନ ବିଧାୟିକା ଶ୍ରୀମତୀ ରୀତା ସାହୁ ଯୋଗଦେଇ ପତାକା ଉତ୍ତୋଳନ କରି ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ପୌରାଞ୍ଚଳ ଓ ବିଜ୍ଞାପିତ ଅଂଚଳ ପରିଷଦ à¬ªà¬¾à¬‡à¬ ଯେଉଁ ସବୁ ଯୋଜନା କରିଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନୁୁୁଷ୍ଠିତ କାର୍ଯ୍ୟକ୍ରମ ରେ ଦିବ୍ୟାଙ୍ଗ ଓ ହିତାଧିକାରୀ ମାନଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ମଧ୍ୟ ବଣ୍ଟନ କରିଥିଲେ।

Latest News