Breaking News

ବ୍ରଜରାଜନଗର ରେ ସ୍ୱ।ୟତ୍ତ ଶାସନ ଦିବସ ପାଳିତ

Date:31-08-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲାବ୍ରଜରାଜନଗର ପୈ।ରପରିଷଦ  ଠାରେ ସ୍ୱ।ୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ଜିଲ୍ଲା  ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ  କୁମାର  ସାହୁ  ନିବାହି ଅଧିକାରୀ ଦିଲ୍ଲୀପ କୁମାର ପଟେଲ ଓ ସମସ୍ତ ପୈ।ର  କର୍ମଚାରି ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦିପ ସାହୁ ପତକା ଉତଳନ କରିଥିଲେ । ପରେ ପରେ ନିଜର ଅଭିଭାଷଣ ରେ କହିଥିଲେ କିପରି ପରିମଳ ରଖିବା ସେ ଉପରେ କହିଥିଲେ  ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

Latest News