Breaking News

ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ରାସ୍ତାରୋକ ଏବଂ ଝାରସୁଗୁଡ଼ା ରୁ ସରଡେଗା କୁ ରେଳ ରୋକ କରାଯାଇଛି।

Date:31-08-2019



ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡ଼ା-ସରଡ଼େଗା ରେଲଲାଇନ ରେ ଆରଓବି ଅଧପନ୍ତରିଆ ଭାବରେ ପଡିରହିଥିବା ବେଳେ ଏମସିଏଲ କିମ୍ବା ରେଳ ବିଭାଗ ଆରଓବି ନିର୍ମାଣ ନେଇ କୌଣସି ପଦକ୍ଷେପ ନନେବା ଫଳରେ ଆଜି ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ରାସ୍ତାରୋକ ଏବଂ ଝାରସୁଗୁଡ଼ା ରୁ ସରଡେଗା କୁ ରେଳ ରୋକ କରାଯାଇଛି। ଫଳରେ ଗାନ୍ଧିଛକ ଠାରୁ ସୁନ୍ଦରଗଡ଼ କୁ ସଂଯୋଗ କରୁଥିବା ରାଜପଥ ରେ ଗାଡି ଅଟକି ରହିଛି। ଏବଂ ବସୁନ୍ଧରା କୋଇଲାଖଣି ରୁ ଟ୍ରେନ ଯୋଗେ କୋଇଲା ଆଣିବା ସେବା ମଧ୍ୟ ବ୍ୟାହତ ହୋଇଛି।

Latest News