Breaking News

ବ୍ରଜରାଜନଗର ଠାରେ ଦିବ୍ୟାଙ୍ଗ ମାନଙ୍କ ଦ୍ୱାରା ମୋନରଞ୍ଜନ କାର୍ଯ୍ୟ କ୍ରମ

Date:30-08-2019




ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ସ୍ଥାନୀୟ ଜୁନାନୀମୁଣ୍ଡା ଠାରେ ଥିବା ସାଈ ମନ୍ଦିର ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ମନୋରଞ୍ଜନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟ କ୍ରମ ଟି  ଜିଲ୍ଲା ତଥି  ସାରା ଓଡ଼ିଶାରେ ଥିବା ଜୀନା ଇସକା   à¬¨à¬¾à¬® ହେ  ସଂସ୍ଥାର   à¬¦à­à­±à¬¿à¬¤à­€à­Ÿ ପ୍ରତିଷ୍ଠା ଦିବସରେ  ଝାରସୁଗୁଡା ଜିଲ୍ଲା ବୃନ୍ଦାମାଲ ସ୍ଥିତ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ନେଇ ନାଚ ଗୀତ  ରଙ୍ଗୋଲ ପ୍ରବୃତ୍ତି କରିଥିଲେ  ଏହି ସଂସ୍ଥା ର ନଦେଦର୍ଶକ ବବନ ସିଂ  ପ୍ରତିଷ୍ଠା ତା ସଭାନେତ୍ରୀ  ଅନ୍ୱଷ ପାଢୀ  କାର୍ଯ୍ୟକ୍ରମକୁ  ପରିଚାଳନା କରିଥିଲେ    ବଲାଙ୍ଗୀର ଦୁଖିଷ୍ୟମ  ଷଢଙ୍କଙ୍ଗୀ ଯୋଗ ଦେଇଥିଲେ  ପ୍ରାୟ ୧୦୦ ଜଣ ଛାତ୍ରଛାତ୍ରୀ ମାନେ ସାଇ ମନ୍ଦିରର ନିକଟରେ ପହଞ୍ଚି ବା ପରେ  ଜୀନା ଇସକା ନାମ ହେ ପକ୍ଷରୁ ଭବ୍ୟ ସ୍ୱଗତ କରାଯାଇଥିଲା ଓଡିଶା ପାଣ୍ୟାଗାର ନିଗମ ର ଅଧ୍ୟକ୍ଷ  ଅନୁପ କୁମାର ସାଏ  କମଲ ସାହୁ ମହେନ୍ଦର  ମହାପାତ୍ର  ସୁଧାଂଶୁ ବାଳା ମୁଦୁଲି  ସମ୍ନାନୀତ ଅତିଥି ଯୋଗ ଦେଇ ଛାତ୍ରଛାତ୍ରୀ ପୁରସ୍କୃତ କରିଥିଲେ  ସେଶରେ ସୁକାନ୍ତି  ସାହୁ ଧନ୍ୟବାଦ ଦେଇଥିଲେ।

Latest News