Breaking News

ବ୍ରଜରାଜନଗର ରେ ଜାତୀୟ କ୍ରୀଡା ଦିବସ ପାଳିତ

Date:29-08-2019




ଓଜସ୍ଵୀ ବ୍ରଜରାଜନଗର: ଆଜି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ରାଜପୁର କଣ୍ଟାପାଲି ପଡ଼ିଆ ରେ ଜିଲ୍ଲା କ୍ରୀଡା ସଂଘ ଆନୁକୂଲ୍ୟ ରେ ଜାତୀୟ କ୍ରୀଡା ଦିବସ  ପାଳିତ ହୋଇଯାଇଛି ଜିଲ୍ଲା  କ୍ରୀଡା ସଂଘର   à¬¸à¬‚ମ୍ପାଦକ ତାପସ ରାୟ ଚୈ।ଧରୀ ମୁଖ୍ୟ ଅତିଥି ଯୋଗ ଦେଇଥିଲେ  ଜିଲ୍ଲା କ୍ରିଡା ବିଭିନ୍ନ ସଂଘ ସଦସ୍ୟ ବିଜୟ ବେହେରା ଜୀବନ ମାହାନ୍ତୀ  ସୁଶାନ୍ତ ମୋହାନ୍ତୀ ପ୍ରଜ୍ଜଲ ପଟେଲ ଶଙ୍କର ପଟେଲ ଗଣେଶ ନାୟକ ସମ୍ନାନୀତ ଅତିଥି ଭାବେ ଯୋଗୋ ଦେଇଥିଲେ ଗଣପତି କ୍ଲବ ଆନୁକୂଲ୍ୟରେ ଫୁଟବଲ ପ୍ରତିଯୋଗିତା ତୂତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଛି  ଏହି ଫୁଟବଲ ମ୍ୟାଚ ରେ ସୁନ୍ଦରଗଡ଼ ଏବଂ ସମ୍ବଲପୁର ଦଳ ମଧ୍ୟରେ ରୋମାଂଚକ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ ରେ ସମ୍ବଲପୁର ଦଳ ସୁନ୍ଦରଗଡ କୁ 5 2 ରେ ହରାଇ ବିଜୟ ହୋଇଥିଲେ।  ଗଣପତି କ୍ଲବ ର ସଭାପତି ଇଶ୍ୱର ପ୍ରଧାନ ପରିଚାଳନା କରିଥିଲେଏହି ଫୁଟବଲ ମ୍ୟାଚ କୁ ଶହ ଶହ ଦର୍ଶକ ଦେଖି ଉପଭୋଗ କରିଥିଲେ।

Latest News