Breaking News

ଜାହାଜରେ ଭୟଙ୍କର ନିଆଁ, ଜଣେ ନିଖୋଜ

Date:12-08-2019



ଜାହାଜରେ ଭୟଙ୍କର ନିଆଁ, ଜଣେ ନିଖୋଜ
ବିଶାଖାପଟନମ୍‌: ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଉପକୂଳରେ ଥିବା ଏକ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଥିବା କ୍ରୁ ମାନଙ୍କ ମଧ୍ୟରୁ ଜଣେ ନଖୋଜ ଥିବାବେଳେ ୨୮ ଜଣଙ୍କୁ ଜଳନ୍ତା ଜାହାଜରୁ ଉଦ୍ଧାର କରାଯାଇଛି।

Latest News